ଷ୍ଟ୍ରଙ୍ଗ ରୁମ୍‌ ସୁରକ୍ଷା ଦାବି କରି ରାସ୍ତାରୋକ କଲେ ଗ୍ରାମବାସୀ

ନିଶ୍ଚିନ୍ତ‌କୋଇଲି: ଷ୍ଟ୍ରଙ୍ଗ ରୁମ୍‌ ସୁରକ୍ଷା ଦାବି କରି ନିଶ୍ଚିନ୍ତକୋଇଲି ଠାରେ କେନ୍ଦ୍ରପଡ଼ା-କଟକ ରାସ୍ତାରୋକ କ‌ରିଛନ୍ତି ଗ୍ରାମବାସୀ। ପଞ୍ଚାୟତ ପ୍ରହ୍ଲାଦ କଲେଜ ଠାରେ ଷ୍ଟ୍ରଙ୍ଗ ରୁମ୍‌ ରହିଥିବାବେଳେ ସେଠାରେ ଲାଇଟ ନଥିବା ସହ କୌଣସି ସୁରକ୍ଷା ନଥିବାରୁ ସୁକରପଡ଼ା ପଞ୍ଚାୟତବାସୀ ହଜାର ହଜାର ସଂଖ୍ୟାରେ କେନ୍ଦ୍ରପଡ଼ା-କଟକ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ସୂଚନାଅନୁଯାୟୀ, ପଞ୍ଚାୟତ ନିର୍ବାଚନ ୨୦୨୨ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସରିଥିବାବେଳ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଠାରେ … Continue reading ଷ୍ଟ୍ରଙ୍ଗ ରୁମ୍‌ ସୁରକ୍ଷା ଦାବି କରି ରାସ୍ତାରୋକ କଲେ ଗ୍ରାମବାସୀ